କୁକୁର, ଗାଈ, ଷଣ୍ଢଙ୍କ ପାଇଁ ଯାଉଛି ଜୀବନ: ବର୍ଷକରେ ୪୧ ଦୁର୍ଘଟଣା, ୨ ମୃତ

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ୫୮ଜଣ କୁକୁର କାମୁଡ଼ାର ଶିକାର, ଷଣ୍ଢ ଆକ୍ରମଣରେ ୩ ଆହତ ଚନ୍ଦ୍ର‌ଶେଖରପୁର: ରାତିରେ କୁକୁରଙ୍କ ଉତ୍ପାତ। ଆଉ ଦିନରେ ରାସ୍ତା ଉପରେ ମାଳ ମାଳ ଗାଈଗୋରୁ। ସ୍ଥିତି ଏମିତି ହେଲାଣି ଯେ ଏମାନଙ୍କ ଦାଉରୁ କେତେବେଳେ ଯେ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଜୀବନ ଚାଲିଯିବ, ତାହା କହିବା ମୁସ୍କିଲ୍‌। ଆଉ କୌଣସି ରାସ୍ତା କଥା କହୁନୁ, ବରଂ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବା ଜୟଦେବ … Continue reading କୁକୁର, ଗାଈ, ଷଣ୍ଢଙ୍କ ପାଇଁ ଯାଉଛି ଜୀବନ: ବର୍ଷକରେ ୪୧ ଦୁର୍ଘଟଣା, ୨ ମୃତ